ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିବରାତ୍ରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିବରାତ୍ରି   ବିଶେଷ୍ୟ

ଅର୍ଥ : ମାଘ ମାସର ଶିବ ରାତ୍ରି

ଉଦାହରଣ : ମହାଶିବରାତ୍ରିରେ ସଙ୍ଗମରେ ସ୍ନାନକରି ଭଗବାନ ଶିବଙ୍କ ପୂଜା କଲେ ସୁଖ ଓ ସମୃଦ୍ଧି ମିଳିଥାଏ

ସମକକ୍ଷ : ମହାଶିବରାତ୍ରି


ଅନ୍ୟ ଭାଷାରେ ଅନୁବାଦ :

फाल्गुन महीने के कृष्णपक्ष की चतुर्दशी।

महाशिवरात्रि के दिन संगम में स्नान करके भगवान शिव की पूजा करने से सुख और समृद्धि की प्राप्ति होती है।
महाशिवरात्र, महाशिवरात्रि, शिवरात्र, शिवरात्रि

ଅର୍ଥ : ପ୍ରତ୍ୟେକ ମାସର କୃଷ୍ଣପକ୍ଷର ଚତୁର୍ଦ୍ଦଶୀ

ଉଦାହରଣ : ମୁଁ ଶିବରାତ୍ରିରେ ଉପବାସ କରେ


ଅନ୍ୟ ଭାଷାରେ ଅନୁବାଦ :

प्रत्येक मास के कृष्णपक्ष की चतुर्दशी।

मैं शिवरात्रि को उपवास रखता हूँ।
शिवरात्र, शिवरात्रि